ମାନ୍ୟବର ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ)
କମିଶନର ତଥା ସଚିବ
ରାଜ୍ୟରେ ସମବାୟ ଆନ୍ଦୋଳନକୁ ମଜବୁତ କରିବାର ମୁଖ୍ୟ ଉଦ୍ଦେଶ୍ୟ ସହିତ ସମବାୟ ବିଭାଗ ଏବଂ ଏହାର କ୍ଷେତ୍ର ଗଠନ କରାଯାଇଛି। ପ୍ରାରମ୍ଭରେ, ସମବାୟ ବିଭାଗ କୃଷି ଏବଂ ଜଙ୍ଗଲ ପରି ଅନ୍ୟ ବିଭାଗର ଏକ ଅଂଶ ଥିଲା | ୧୯୯୧ ମସିହାରେ ସମବାୟ ବିଭାଗ ଓଡିଶା ସରକାରଙ୍କ ଏକ ସ୍ୱାଧୀନ ବିଭାଗ ଭାବରେ ଗଠିତ ହେଲା।
Voter Helpline
Election Commission of India
Download "Voter Helpline" Android App
https://www.facebook.com/profile.php?id=100086546245660
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭ ଜନ୍ମଦିନରେ, ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ସମବାୟ ବିଭାଗ ପକ୍ଷରୁ ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଆଦିମ୍ ଅୱାର୍ ଜାର୍ପା ଜାହିରା ପରିସରରେ ରାଜ୍ୟସ୍ତରୀୟ 'ଏକ୍ ପେଡ୍ ମା' କେ ନାମ୍ ୨.୦' ଅଭିଯାନରେ ଚାରା ରୋପଣ କରାଯାଇଛି